ପାକିସ୍ତାନରେ ବନ୍ୟା : ମୃତ୍ୟୁସଂଖ୍ୟା ୧ ହଜାର ,ପହଞ୍ଚିଲା ଅନ୍ତର୍ଜାତୀୟ ସହାୟତା

ଇସ୍ଲାମାବାଦ : ପାକିସ୍ତାନରେ ଭୟଙ୍କର ବନ୍ୟା ବିତ୍ପାତ ଜାରି ରହିଛି। ଏହି ବନ୍ୟା ଯୋଗୁଁ ପାକିସ୍ତାନରେ ମୃତ୍ୟୁସଂଖ୍ୟା ୧୦୬୧କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଆର୍ଥିକ ସଂକଟରେ ପଡ଼ିଥିବା ପାକିସ୍ତାନର ଅବସ୍ଥା ଆହୁରି ଖରାପ ହୋଇଯାଇଛି। ଏହି ଭୟଙ୍କର ବିପତ୍ତିକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ସମଗ୍ର ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି। ଏହାକୁ ପାକ ସରକାର ଜଳବାୟୁ ଜନିତ ମାନବୀୟ ସଂକଟ ବୋଲି … Continue reading ପାକିସ୍ତାନରେ ବନ୍ୟା : ମୃତ୍ୟୁସଂଖ୍ୟା ୧ ହଜାର ,ପହଞ୍ଚିଲା ଅନ୍ତର୍ଜାତୀୟ ସହାୟତା